Type Here to Get Search Results !

ପ୍ରତିପାଳକ | Pratipalaka Lyrics | Pratipalaka Odia Christian Song Lyrics | Humane Sagar

 Pratipalaka lyrics in odia. Music Composed by Digbijay (ILU) and written by Taitas Pal, it is sung beautifully by Humane Sagar.


Pratipalaka Song Lyrics Details:

🎵 Song Pratipalaka
🎼 Lyrics Taitas Pal
🎤 Singer Humane Sagar
🎶 Composition Digbijay (ILU)
🏷️ Music Label Jesus Creation Official



Pratipalaka Lyrics in Odia


ହୋ... ସଦାପ୍ରଭୁ ମୋର ପ୍ରତିପାଳକ

ହୋ... ସଦାପ୍ରଭୁ ମୋର ପ୍ରିୟ ପାଳକ


ହାଲେଲୁୟା ମୁହି ଗାଇବି  ତାଙ୍କ ନାମର

ପ୍ରଶଂସା ଗୀତି ଭଜିବି ଯୀଶୁ ନାମର (୨ ଥର)

ହୋ... ସଦାପ୍ରଭୁ ମୋର ପ୍ରତିପାଳକ....


ଜଗତରେ କେହି ନାହିଁ ମୋ ଯୀଶୁ ପରି

ତାଙ୍କ ପରି ପ୍ରେମ କେହି ପାରିବେନି କରି (୨ ଥର)

ଯେବେ ଏ ସମାଜ କଲା ମୋତେ ତୁଚ୍ଛ

ଛାୟା ତଳେ ତବ ଆଶ୍ରୟ ଦେଇଛ

ହୋ... ସଦାପ୍ରଭୁ ମୋର ପ୍ରତିପାଳକ....


ଅଭାବ ମୋହର ସବୁ କରିଛ ପୂରଣ

ଦୁର୍ଦ୍ଦଶା କାଳରେ ମୋର ତୁମେ ହିଁ ଶରଣ (୨ ଥର)

ମାଗିବା ଆଗରୁ ଜାଣ ତୁମେ ସବୁ

ଯୋଗ୍ୟତା ରୁ ବେଶୀ ଦେଇଛ ହେ ପ୍ରଭୁ

ହୋ.... ସଦାପ୍ରଭୁ ମୋର ପ୍ରତିପାଳକ....



Pratipalaka Lyrics in English


Ho... Sadaprabhu Mora Pratipalaka

Ho... Sadaprabhu Mora Priya Palaka


Haleluya Muhi Gaibi Tanka Namara

Prashansa Giti Bhajibi Jishu Namara (2 times)

Ho... Sadaprabhu Mora Pratipalaka....


Jagatare Kehi Nahi Mo Jishu Pari

Tanka Pari Prema Kehi Paribeni Kari (2 times)

Jebe E Samaja Kala Mote Tuchha

Chhaya Tale Taba Ashraya Deichha

Ho... Sadaprabhu Mora Pratipalaka....


Abhaba Mohara Sabu Karichha Purana

Durdasa Kalare Mora Tume Hi Sharana (2 times)

Magiba Agaru Jaana Tume Sabu

Jogyataru Besi Deichha He Prabhu

Ho... Sadaprabhu Mora Pratipalaka....



Music Video of Pratipalaka Song:


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ଆପଣ ମାନଙ୍କୁ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର, ଆଶା ଏବଂ ବିଶ୍ୱାସ କରୁଛି ଆପଣ ମାନେ ସମସ୍ତେ ଭଲରେ ଥିବେ । ମୋର କେବଳ ଗୋଟିଏ ଅନୁରୋଧ ଆପଣ ମାନଙ୍କୁ, ଏ ଗୀତ ପ୍ରତିପାଳକ (Pratipalaka)ରଚନା ଟି କୁ ଆପଣ ମାନଙ୍କର ପରିବାର ଏବଂ ଖ୍ରୀଷ୍ଟୀୟ ବନ୍ଧୁ, ଭାଇ, ଭଉଣୀ ମାନଙ୍କୁ Share କରନ୍ତୁ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.