Madi Asuchi Bhayankara Dina song lyrics in odia. Music composed and lyrics are penned by Amit Badanayak, the song is sung beautifully by Humane Sagar.
Madi Asuchi Song Lyrics Details:
🎵 Song | Madi Asuchi |
✍️ Lyrics | Amit Badanayak |
🎤 Singer | Humane Sagar |
🎼 Music Composition | Amit Badanayak |
🏷️ Music Label | Amit Badanayak |
Madi Asuchi Lyrics in Odia - Amit Badanayak
ମାଡ଼ି ଆସୁଛି ଭୟଙ୍କର ଦିନ... (୨ଥର)
ହେ ପୃଥିବୀ ନିବାସୀ ହୁଅ ସାବଧାନ... (୨ଥର)
ଉଜାଡ଼ର ଦିନ ସଙ୍କଟର ଦିନ
ଅନ୍ଧକାର ଦିନ ମହା କ୍ରୋଧ ଦିନ...
ଘନେଇ ଆସୁଛି ପ୍ରଳୟ ସମ...
ହେ ପୃଥିବୀ ନିବାସୀ ହୁଅ ସାବଧାନ... (୨ଥର)
=୦=
ସର୍ବନାଶ ଧରି ତିମିରତା ଘେରି
ପ୍ରଭୁଙ୍କ କୋପ ଆସିବ
ପୃଥିବୀରେ ଯାହା କେବେ ଘଟି ନାହିଁ
ଏମିତି କ୍ରୋଧ ଘଟିବ...
ପ୍ରଭୁଙ୍କର ଦିନ ଭୟାନକ ହେବ
କିଏ ବା ସହ୍ୟ କରିବ
ତାହାଙ୍କ କ୍ରୋଧରେ ତାଙ୍କ ସମ୍ମୁଖରେ
କିଏ ଆଉ ଠିଆ ହେବ...
ତାରାଗଣ ମଧ୍ୟେ ବସା କଲେ ଯାଇ
ଅଣାଯିବ ବନ୍ଧୁ ତଳକୁ ଓହ୍ଲାଇ... (୨ଥର)
ଲୁଚିବାକୁ ଆଉ ନ ଥିବ ସ୍ଥାନ
ହେ ପୃଥିବୀ ନିବାସୀ ହୁଅ ସାବଧାନ... (୨ଥର)
=୧=
ସେ ମହା କ୍ରୋଧରେ ପୃଥିବୀ କମ୍ପିବ
ଆକାଶଟା ଥରିଯିବ
ସୂର୍ଯ୍ୟ ଆଉ ଚନ୍ଦ୍ର ଦୀପ୍ତି ଦେବ ନାହିଁ
ଅନ୍ଧକାର ମୟ ହେବ...
ସମୁଦାୟ ଦେଶ ଅନ୍ତର୍ଜ୍ୱାଳା ରୂପ
ଅଗ୍ନିରେ ଗ୍ରାସିତ ହେବ
ମଣିଷର ମାଂସ ମଳ ପରି ହେବ
ରକ୍ତ ଧୂଳି ପରି ହେବ...
ଭୀଷଣ ସମୟ ଉପସ୍ଥିତ ହେବ
ମନୁଷ୍ୟ ଉପରେ ଦୁଃଖ ହିଁ ଘଟିବ...
ସଭିଏଁ ନିଃଶେଷ ହେବେ ସେ ଦିନ
ହେ ପୃଥିବୀ ନିବାସୀ ହୁଅ ସାବଧାନ... (୩ଥର)..
ଯୀଶୁ ପାଶେ ସର୍ବେ ନିଅ ଶରଣ....
=୨=
Madi Asuchi Lyrics in English
Madi Asuchhi Bhayankara Dina... (2 times)
He Pruthibi Nibasi Hua Sabadhana... (2 times)
Ujadara Dina Sankatara Dina
Andhakara Dina Maha Kradha Dina...
Ghanei Asuchhi Pralaya Sama...
He Pruthibi Nibasi Hua Sabadhana... (2 times)
=0=
Sarbanasa Dhari Dimirataa Gheri
Prabhunka Kopa Aasiba
Pruthibire Jaha Kebe Ghati Nahi
Emiti Kradha Ghatiba...
Prabhunkara Dina Bhayanaka Heba
Kie Ba Sahya Kariba
Tahanka Kradhare Tanka Samukhare
Kie Au Thia Heba...
Taaraagana Madhye Basa Kale Jai
Anaajiba Bandhu Talaku Olhai... (2 times)
Luchibaku Au Na Thiba Sthana
He Pruthibi Nibasi Hua Sabadhana... (2 times)
=1=
Se Maha Kradhare Pruthibi Kamphiba
Akashata Tharijiba
Surya Au Chandra Dipti Deba Nahi
Andhakara Maya Heba...
Samudaya Desha Antarjwala Rupa
Agnire Graasita Heba
Manisara Mansa Mala Pari Heba
Rakta Dhuli Pari Heba...
Bhisana Samaya Upasthita Heba
Manusya Upare Dukha Han Ghatiba...
Sabhien Niswesa Hebe Se Dina
He Prithibi Nibasi Hua Sabadhana... (3 times)
Jishu Pashe Sarbe Nia Sharana....
=2=
Music Video of Madi Asuchi Song:
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ଆପଣ ମାନଙ୍କୁ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର, ଆଶା ଏବଂ ବିଶ୍ୱାସ କରୁଛି ଆପଣ ମାନେ ସମସ୍ତେ ଭଲରେ ଥିବେ । ମୋର କେବଳ ଗୋଟିଏ ଅନୁରୋଧ ଆପଣ ମାନଙ୍କୁ, ଏ ଗୀତ ମାଡ଼ି ଆସୁଛି (Madi Asuchi) ରଚନା ଟି କୁ ଆପଣ ମାନଙ୍କର ପରିବାର ଏବଂ ଖ୍ରୀଷ୍ଟୀୟ ବନ୍ଧୁ, ଭାଇ, ଭଉଣୀ ମାନଙ୍କୁ Share କରନ୍ତୁ ।