Type Here to Get Search Results !

Manonita Dasa Odia Christian Song Lyrics | Manonita Dasa Lyrics | Gabriel Baliarsing

 Manonita Dasa lyrics in Odia sung by Gospel singer Amit Pani. The Song is written & composed by Gabriel Baliarsing and Music Arranged by Subham Samal.


Manonita Dasa Song Lyrics Details:

🎵 Song Manonita Dasa
✍️ Lyrics Gabriel Baliarsing
🎤 Singer Amit Pani
🎶 Music Subham Samal
🎼 Composition Gabriel Baliarsing
🏷️ Music Label GS Music Official



Manonita Dasa Lyrics in Odia - Gabriel Baliarsing


ମୁଁ ଦୀନହୀନ ମନୋନୀତ ତୁମଦାସ

ଆସିଅଛି ତବ ପୁଣ୍ୟ ଚରଣକୁ

ଅରପୁ ଅଛି ମୋ ଆତ୍ମା ଜୀବନକୁ

ଭୂଜତଳେ ମୋତେ ରଖ

ମୁଁ ଦୀନହୀନ ମନୋନୀତ ତୁମଦାସ


ଖୋଜି ଖୋଜି ଯିଶୁ ମୋତେ

ଶରଗୁ ତୁମେ ଆସିଲ

ଏ ଦୁର୍ବଳ ଅଧମକୁ

ପ୍ରେମେ ମନୋନୀତ କଲ

ହୋ କରିଲ ଅସୀମ ପ୍ରେମ

ମୋପାଇଁ ଦେଲ ଜୀବନ

ନୀତି ସେବିବୀ ତୁମକୁ

ଭଜି ତୁମରିସେ ନାମ

କେବଳ ମୋମନ ଚାହୁଁଛି ତୁମକୁ

ଭୁଲିବନି ପ୍ରଭୁ ଅଧମ ଦାସକୁ

ଜୀବନ ପୁସ୍ତକେ ରଖ

ମୁଁ ଦୀନହୀନ ମନୋନୀତ ତୁମଦାସ


ମୂଲ୍ୟହୀନ ନିରର୍ଥକ

ତୁମ ବିନା ଏ ଜୀବନ

ବଞ୍ଚିଥିବୀ ଯେତେ ଦିନ

ମୁଖେ ଥାଉ ତୁମନାମ

ଆସିବ ଦୁଃଖ ଅନେକ

ଭାଙ୍ଗିନ କହୁ ମୋ ମୁଖ

ମାଗୁନାହିଁ କିଛି ପ୍ରଭୁ

ତୁମେହିଁ ମୋ ଆବଶ୍ୟକ

ଅଳି କରୁଅଛି ହେ ପ୍ରଭୁ ତୁମକୁ

ସ୍ମରଣରେ ରଖ ଏ ଧୂଳି ଦାସକୁ

ତୁମରାଜ୍ୟେ ସ୍ଥାନ ଦିଅ

ମୁଁ ଦୀନହୀନ ମନୋନୀତ ତୁମଦାସ


=ଶେଷ=



Manonita Dasa Lyrics in English


Mu Dinahina Manonita Tumo Dasa

Asiachhi Taba Punya Charanaku

Arapuachhi Mo Atma Jibana Ku

Bhuja Tale Mote Rakha

Mu Dinahina Manonita Tumo Dasa


Khoji Khoji Jishu Mote

Saragu Tume Asila

E Durbala Adhama Ku

Preme Manonita Kala

Ho Karila Asima Prema

Mo Paen Dela Jibana

Niti Sebibi Tumoku

Bhaji Tumori Se Nama

Kebala Mo Mona Chhahunchhi Tumoku

Bhulibani Prabhu Adhama Dasa Ku

Jibane Pustake Rakha

Mu Dinahina Manonita Tumo Dasa


Mulyahina Nirarthaka

Tuma Bina E Jibana

Banchhi Thibi Jete Dina

Mukhe Thau Tuma Nama

Asiba Dukha Aneka

Bhangina Kahu Mo Mukha

Magu Nahin Kichhi Prabhu

Tume Hin Mo Abasyaka

Ali Karuachhi He Prabhu Tumoku

Smaranare Rakha E Dhuli Dasa Ku

Tuma Rajye Sthana Dia

Mu Dinahina Manonita Tumo Dasa


=End=



Music Video of Manonita Dasa Song:



"ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ଆପଣ ମାନଙ୍କୁ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର, ଆଶା ଏବଂ ବିଶ୍ୱାସ କରୁଛି ଆପଣ ମାନେ ସମସ୍ତେ ଭଲରେ ଥିବେ । ମୋର କେବଳ ଗୋଟିଏ ଅନୁରୋଧ ଆପଣ ମାନଙ୍କୁ, ଏ ଗୀତ ମନୋନୀତ ଦାସ(Manonita Dasa) ରଚନା ଟି କୁ ଆପଣ ମାନଙ୍କର ପରିବାର ଏବଂ ଖ୍ରୀଷ୍ଟୀୟ ବନ୍ଧୁ, ଭାଇ, ଭଉଣୀ ମାନଙ୍କୁ Share କରନ୍ତୁ ।"

Post a Comment

0 Comments
* Please Don't Spam Here. All the Comments are Reviewed by Admin.