Type Here to Get Search Results !

He Prabhu Odia Christian Song Lyrics | Lucky Mishal | Humane Sagar

 He Prabhu christian song lyrics in Odia sung by Humane Sagar. The Song is written by Lucky Mishal and Music Arranged by Bapi Samal.


He Prabhu Song Lyrics Details:

🎵 Song He Prabhu
✍️ Lyrics Lucky Mishal
🎤 Singer Humane Sagar
🎶 Music Bapi Samal
🎼 Composition Lucky Mishal
🏷️ Music Label Amit Badanayak


He Prabhu Lyrics in Odia - Lucky Mishal


ହେ ପ୍ରଭୁ କେମିତି ବଞ୍ଚିବି...
କେମିତି ଚାଲିବି...
ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ  (୨ଥର)

ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି
ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ  (୨ଥର)
ମୋତେ ଭୁଲିବନି ମୋତେ ଛାଡ଼ିବନି  (୨ଥର)
ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ  (୨ଥର)
ହେ ପ୍ରଭୁ ....
ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି
(ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ)  (୨ଥର)

=୦=

ହାରିଗଲି ମୁଁ ଥକିଗଲି ମୁଁ 
ଏଇ ଦୁନିଆରେ ପ୍ରଭୁ ଠକିଗଲି ମୁଁ
ନାହିଁ କେ ସାହାରା ନାହିଁ କେ ଭରସା
ତୁମ ବିନା ଦୁନିଆରେ ନାହିଁ କେ ଆସରା  (୨ଥର)
ତୁମ ବିନା ଦୁନିଆ ତ ଅଜଣା ଲାଗେ  (୨ଥର)
ହେ ପ୍ରଭୁ....
ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି
(ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ)  (୨ଥର)

=୧=

ପାପ ଭରା ଦୁନିଆରେ ନାହିଁ ମୋ କରୁଣା
ଭରିଯାଏ ହୃଦେ ମୋର ଦୁଃଖ ଓ ଯାତନା
ହେ ଜଗତ ଜୀବନ ଈଶ୍ୱର ନନ୍ଦନ
ଢାଳିଦିଅ ତୁମରି ଆଶିଷ ଦାନ  (୨ଥର)
ମଧୁର ମନୋରମ ସେ ଯୀଶୁ ନାମ
ସରଗୁ ହୋଇଛି ସେ ନାମ ପ୍ରଦାନ
ହେ ପ୍ରଭୁ....
ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି
ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ  (୪ଥର)

=୨=


He Prabhu Lyrics in English


He Prabhu Kemiti Banchibi..
Kemiti Chalibi..
Tuma Bina Dunia To Andhara Laage  (2 times)

He Prabhu Kemiti Banchibi Kemiti Chalibi
Tuma Bina Dunia To Andhara Laage  (2 times)
Mote Bhulibani Mote Chhadibani  (2 times)
Tuma Bina Dunia To Andhara Laage  (2 times)
He Prabhu..
He Prabhu Kemiti Banchibi Kemiti Chalibi
(Tuma Bina Dunia To Andhara Laage)  (2 times)

=0=

Haari Gali Mu Thaki Gali Mu
Ei Duniare Prabhu Thakigali Mu
Nahi Ke Sahara Nahi Ke Bharasa
Tuma Bina Duniare Nahi Ke Aasaraa  (2 times)
Tuma Bina Dunia To Ajana Laage  (2 times)
He Prabhu..
He Prabhu Kemiti Banchibi Kemiti Chalibi
(Tuma Bina Dunia To Andhara Laage)  (2 times)

=1=

Papa Bharaa Duniare Nahi Mo Karuna
Bharijae Hrude Mora Dukha O Jatana
He Jagata Jibana Ishwara Nandana
Dhalidia Tumari Ashisa Dana  (2 times)
Madhura Manorama Se Jishu Nama
Saragu Hoichhi Se Nama Pradana
He Prabhu....
He Prabhu Kemiti Banchibi Kemiti Chalibi
Tuma Bina Dunia To Andhara Laage  (4 times)

=2=


Music Video of He Prabhu Song:


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ଆପଣ ମାନଙ୍କୁ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର, ଆଶା ଏବଂ ବିଶ୍ୱାସ କରୁଛି ଆପଣ ମାନେ ସମସ୍ତେ ଭଲରେ ଥିବେ । ମୋର କେବଳ ଗୋଟିଏ ଅନୁରୋଧ ଆପଣ ମାନଙ୍କୁ, ଏ ଗୀତ ହେ ପ୍ରଭୁ(He Prabhu) ରଚନା ଟି କୁ ଆପଣ ମାନଙ୍କର ପରିବାର ଏବଂ ଖ୍ରୀଷ୍ଟୀୟ ବନ୍ଧୁ, ଭାଇ, ଭଉଣୀ ମାନଙ୍କୁ Share କରନ୍ତୁ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.