Type Here to Get Search Results !

HE ISWARA Song Lyrics In Odia | New Odia Christian Song

 HE ISWARA Song Lyrics Details:

HE ISWARA Lyrics in Odia ଗୀତଟିକୁ ଲେଖିଛନ୍ତି JORDAN JULIOUS, ଗୀତଟିରେ କଣ୍ଠଦାନ ଦେଇଛନ୍ତି JORDAN JULIOUS । Music ଦେଇଛନ୍ତି PRASAD LIMA | ଏହି ଗୀତଟିରେ ଅଭିନୟ କରିଛନ୍ତି JORDAN JULIOUS । Music Label - PRASAD LIMA Youtube Channel । ମୁଁ ଆଶା କରୁଛି ଆପଣ ମାନଙ୍କୁ ଏହି ନୂଆ ଖ୍ରୀଷ୍ଟିଆନ HE ISWARA Song Lyrics ଟି ନିଶ୍ଚୟ ଭଲ ଲାଗିବ ଏବଂ ଆଧ୍ୟାତ୍ମିକ ଜୀବନରେ ବଢ଼ିବାରେ ସାହାଯ୍ୟ କରିବ। ଏହି ପୋଷ୍ଟକୁ Share କରିବାକୁ ଭୁଲନ୍ତୁ ନାହିଁ।

AUDIO CREDITS :-

  • Singer - JORDAN JULIOUS
  • Lyrics - JORDAN JULIOUS
  • Music - PRASAD LIMA
  • Recording - Studio SWASTIK , Raj Khariar
  • Mastering - Studio SWASTIK , Raj Khariar


= ଗୀତର ସମ୍ପୂର୍ଣ୍ଣ ଲେଖା =

ହେ ଈଶ୍ୱର ଖୋଜେ ତୁମଙ୍କୁ ନିରନ୍ତର . . . .
ଶୂନ୍ୟ ଜୀବନେ ମୋର ଭଙ୍ଗା ମୋ ଅନ୍ତର . . .
ପୋଛିଦିଅ ଆଶ୍ରୁ ମୋ ଆଖିର - ୦ -

ଆମ ପାପ ପାଇଁ କୃଶେ ପ୍ରାଣ ଦେଲ
ନିଜ ଦୁଃଖ ସହି ମୋତେ କ୍ଷମା ଦେଲ
ତୁମରି ଶ୍ରୀ ପାଦ ତଳେ ପ୍ରାର୍ଥନା ମୋ ନିବେଦନ
ଧୋଇ ଦିଅ ପ୍ରଭୁ ତୁମେ ପାପ ଅଛି ଯେତେ ମୋର - ୧ -


ମରୀଚିକା ପଥେ ଚାଲି ଜଗତେ ମୁଁ ହଜି ଗଲି
ପଥ ହରା ମୁଁ ପଥିକ ଅଯୋଗ୍ୟ ମୁଁ ଦୀନ ହୀନ
ତୁମରି ସେବାରେ ପ୍ରଭୁ ବିତାଇବି ଏ ଜୀବନ - ୨ -


Post a Comment

0 Comments
* Please Don't Spam Here. All the Comments are Reviewed by Admin.