Dhanyabad Heu Tumara Lyrics in Odia ଗୀତଟିକୁ ଲେଖିଛନ୍ତି Amit Badanayak, ଗୀତଟିରେ କଣ୍ଠଦାନ ଦେଇଛନ୍ତି Amit Pani । Music ଦେଇଛନ୍ତି Amit Badanayak | ଏହି ଗୀତଟିରେ ଅଭିନୟ କରିଛନ୍ତି Isudash Mallick Team, BBSR । Music Label - AB Music । ମୁଁ ଆଶା କରୁଛି ଆପଣ ମାନଙ୍କୁ ଏହି ନୂଆ ଖ୍ରୀଷ୍ଟିଆନ Dhanyabad Heu Tumara Song Lyrics ଟି ନିଶ୍ଚୟ ଭଲ ଲାଗିବ ଏବଂ ଆଧ୍ୟାତ୍ମିକ ଜୀବନରେ ବଢ଼ିବାରେ ସାହାଯ୍ୟ କରିବ। ଏହି ପୋଷ୍ଟକୁ Share କରିବାକୁ ଭୁଲନ୍ତୁ ନାହିଁ।
Dhanyabad Heu Tumara Song Lyrics Details:
- Song : Dhanyabad Heu Tumara (Dance Video)
- Singer : Amit Pani (Gospel Singer)
- Lyrics : Amit Badanayak
- Music : Amit Badanayak
- Programming & Arrangement : Bapi Samal
- Record & Mixing : Pratibha Studio, Cuttack
- Mixing and Mastering By : Sundaram
- Production : AB Music
- Banner : AB Music
- Poster Design : Biswo
- Music label : AB music
= Full Lyrics =
ଧନ୍ୟବାଦ ହେଉ ତୁମର
ହେ ରାଜାଧି ରାଜା ଇଶ୍ୱର
ଗଉରବ ହେଉ ତୁମର
ହେ ଦେବାଧି ଦେବ ଈଶ୍ୱର
ସ୍ତୁତି ବନ୍ଦନା ପୂଜା ଅର୍ଚ୍ଚନା (୨ଥର)
ଯୁଗେ ଯୁଗେ ହେଉ ତୁମର......
ପ୍ରଶଂସା ହେଉ ତୁମର
ମହିମା ହେଉ ତୁମର (୨ଥର) =୦=
ତୁମେ ହିଁ ପଥ ତୁମେ ହିଁ ସତ୍ୟ
ତୁମେ ହିଁ ଅଟ ଜୀବନ୍ତ
ତୁମେ ହିଁ ଆଦି ତୁମେ ହିଁ ଅନ୍ତ
ତୁମେ ଅନାଦି ଅନନ୍ତ (୨ଥର)
ତୁମ ପ୍ରେମ କି ଗଭୀର
ତୁମ ଦୟା କି ଅପାର (୨ଥର)
ସଦା ଜୟ ହେଉ ତୁମର......
ପ୍ରଶଂସା ହେଉ ତୁମର
ମହିମା ହେଉ ତୁମର (୨ଥର) =୧=
ତୁମେ ହିଁ ଶାନ୍ତି ତୁମେ ହିଁ ମୁକ୍ତି
ତୁମେ ହିଁ ଧରମ ଦୀପ୍ତି
ତୁମେ ହିଁ ଶକ୍ତି ତୁମେ ହିଁ ଭକ୍ତି
ତୁମେ ହିଁ ଜଗତ ଜ୍ୟୋତିଃ (୨ଥର)
ତୁମ ରୂପ କି ସୁନ୍ଦର
ତୁମ ବାକ୍ୟ କି ମଧୁର (୨ଥର)
ଧନ୍ୟ ଯୀଶୁ ନାମ ତୁମର......
ପ୍ରଶଂସା ହେଉ ତୁମର
ମହିମା ହେଉ ତୁମର (୨ଥର) =୨=