Tui Christian Bali Lyrics in Odia ଗୀତଟିକୁ ଲେଖିଛନ୍ତି Salem Babu, ଗୀତଟିରେ କଣ୍ଠଦାନ ଦେଇଛନ୍ତି Aseema Panda ଏବଂ Salem Babu । Music ଦେଇଛନ୍ତି Pramit Raj ଏବଂ Gudu Bagh । ଏହି ଗୀତଟିରେ ଅଭିନୟ କରିଛନ୍ତି Shakina, Liza, Siphali ଏବଂ Babli । Music Label - Christian Gallery YouTube Channel । ମୁଁ ଆଶା କରୁଛି ଆପଣ ମାନଙ୍କୁ ଏହି ନୂଆ ଖ୍ରୀଷ୍ଟିଆନ Tui Christian Bali Song Lyrics ଟି ନିଶ୍ଚୟ ଭଲ ଲାଗିବ ଏବଂ ଆଧ୍ୟାତ୍ମିକ ଜୀବନରେ ବଢ଼ିବାରେ ସାହାଯ୍ୟ କରିବ। ଏହି ପୋଷ୍ଟକୁ Share କରିବାକୁ ଭୁଲନ୍ତୁ ନାହିଁ।
Tui Christian Bali Song Lyrics Details:
Singers- Aseema Panda & Salem BabuLyricist- Salem Babu
Recording Studio- CHRISTIAN GALLERY (Semiliguda)
Recordist- Pramit Raj
Music- Pramit Raj & Gudu Bagh
Rhythm by- Narendra Sagar
Producers- Manoj ku. Sungadu & Damadhor Bhai
Videography- Prasanth Sungadu & Damodhor Bhai
Editing, Cinematographer- Prasanth Sungadu
Co- Editor- Baba Paul, Salem Babu
PROJECT MNG- Dilip Kuldeep
Mix and Mastering- Somesh Satpathy (BBSR)
Dancer- Shakina, Liza, Siphali, Babli
Co- Helpers- Ayush Sirika, Prabin Turuk, Chintu Khillo
|| Tui Christian Bali Lyrics ||
ତୁଇ କିଷ୍ଟାନ୍ କିଷ୍ଟାନ୍ ବଲି
ନିଜକେ ଭାବୁଚୁ
ପାପ କେ କାଇଯେ ହେଲେ
ନାଇ ଛାଡୁଚୁ
ତର୍ ଉପ୍ ରେ ଉପ୍ ରେ
କେତେ ସୁନ୍ଦର ଦିଶୁଛୁ
ଭିତରେ କାଇଯେ ଧନ
କାଲା ପଡ଼ିଚୁ
ତୁଇ କିଷ୍ଟାନ୍ କିଷ୍ଟାନ୍ ବଲି
ନିଜକେ ଭାବୁଚୁ
ପାପ କେ କାଇଯେ ହେଲେ
ନାଇ ଛାଡୁଚୁ
ତର୍ ଉପ୍ ରେ ଉପ୍ ରେ
କେତେ ସୁନ୍ଦର ଦିଶୁଛୁ
ଭିତରେ କାଇଯେ ଧନ
କାଲା ପଡ଼ିଚୁ
କେତେ ଦିନ୍ ଆଇରି
ପାପ୍ କେ ଭଲ ପାଇବୁ
କେତେ ଦିନ୍ ଆଇରି
ପାପ୍ କେ ଭଲ ପାଇବୁ
ଯୀଶୁ କଇଲା କାତା
ଭୁଲି ଯାଉଛୁ ...... ହାଏ
ତୁଇ କିଷ୍ଟାନ୍ କିଷ୍ଟାନ୍ ବଲି
ନିଜକେ ଭାବୁଚୁ
ପାପ କେ କାଇଯେ ହେଲେ
ନାଇ ଛାଡୁଚୁ
ତର୍ ଉପ୍ ରେ ଉପ୍ ରେ
କେତେ ସୁନ୍ଦର ଦିଶୁଛୁ
ଭିତରେ କାଇଯେ ଧନ
କାଲା ପଡ଼ିଚୁ
ଭିତରେ କାଇଯେ ଧନ
କାଲା ପଡ଼ିଚୁ
_____ track_____
ପ୍ରଭୂ ପ୍ରଭୂ ବଲି
ସବୁବେଲେ ଡାକୁଛୁ ....ହାଏ
ତାଙ୍କର୍ ଇଚ୍ଛାକେ ସଫଲ୍ ନାଇ କରୁଛୁ
ସର୍ଗେ ଜିବି ବଲି
ସପନ୍ ତି ଦେଖୁଛୁ
ତାଙ୍କର୍ ବାକ୍ୟ ସବୁକେ
ଭୁଲି ଯାଉଛୁ
_______
ପ୍ରଭୂ ପ୍ରଭୂ ବଲି
ସବୁବେଲେ ଡାକୁଛୁ ....ହାଏ
ତାଙ୍କର୍ ଇଚ୍ଛାକେ ସଫଲ୍ ନାଇ କରୁଛୁ
ସର୍ଗେ ଜିବି ବଲି
ସପନ୍ ତି ଦେଖୁଛୁ
ତାଙ୍କର୍ ବାକ୍ୟ ସବୁକେ
ଭୁଲି ଯାଉଛୁ
ତାଙ୍କର୍ ବାକ୍ୟ ସବୁକେ
ଭୁଲି ଯାଉଛୁ
କେତେ ଦିନ୍ ଆଇରି
ପାପ୍ କେ ଭଲ ପାଇବୁ
କେତେ ଦିନ୍ ଆଇରି
ପାପ୍ କେ ଭଲ ପାଇବୁ
ଯୀଶୁ କଇଲା କାତା
ଭୁଲି ଯାଉଛୁ ...... ହାଏ
ତୁଇ କିଷ୍ଟାନ୍ କିଷ୍ଟାନ୍ ବଲି
ନିଜକେ ଭାବୁଚୁ
ପାପ କେ କାଇଯେ ହେଲେ
ନାଇ ଛାଡୁଚୁ
ତର୍ ଉପ୍ ରେ ଉପ୍ ରେ
କେତେ ସୁନ୍ଦର ଦିଶୁଛୁ
ଭିତରେ କାଇଯେ ଧନ
କାଲା ପଡ଼ିଚୁ
ଭିତରେ କାଇଯେ ଧନ
କାଲା ପଡ଼ିଚୁ
______ track______
ସବୁ ବାକ୍ୟ ସଫଲ୍
ହେଇ ଯାଉଛି
ଶେଷ ଦିନେ ଅଛି ବଲି
ନାଇ ଜାନୁଛୁ
ଯୀଶୁ ଆଇବାର୍ ବେଲା
ଯଦି ତୁଇ ଜାନିଛୁ ଦୁନିଆର ଅଭିଲାଷା ଲଗେ ବଢ଼ି ଚାଲିଛୁ
______
ସବୁ ବାକ୍ୟ ସଫଲ୍
ହେଇ ଯାଉଛି
ଶେଷ ଦିନେ ଅଛି ବଲି
ନାଇ ଜାନୁଛୁ
ଯୀଶୁ ଆଇବାର୍ ବେଲା
ଯଦି ତୁଇ ଜାନି ଛୁ ଦୁନିଆର ଅଭିଲାଷା ଲଗେ ବଢ଼ି ଚାଲିଛୁ
ନିଜର୍ ଜିବନ୍ ନରକେ ଠେଲିଦେଉଛୁ
କେତେ ଦିନ୍ ଆଇରି
ପାପ୍ କେ ଭଲ ପାଇବୁ
କେତେ ଦିନ୍ ଆଇରି
ପାପ୍ କେ ଭଲ ପାଇବୁ
ଯୀଶୁ କଇଲା କାତା
ଭୁଲି ଯାଉଛୁ ...... ହାଏ
ତୁଇ କିଷ୍ଟାନ୍ କିଷ୍ଟାନ୍ ବଲି
ନିଜକେ ଭାବୁଚୁ
ପାପ କେ କାଇଯେ ହେଲେ
ନାଇ ଛାଡୁଚୁ
ତର୍ ଉପ୍ ରେ ଉପ୍ ରେ
କେତେ ସୁନ୍ଦର ଦିଶୁଛୁ
ଭିତରେ କାଇଯେ ଧନ
କାଲା ପଡ଼ିଚୁ
ତାଙ୍କର୍ ବାକ୍ୟ ସବୁକେ
ଭୁଲି ଯାଉଛୁ
ନିଜର୍ ଜିବନ୍ ନରକେ ଠେଲିଦେଉଛୁ