He Dekha Dekha He Song Lyrics Details:
Song: He Dekha Dekha HeSinger: Bidyut Bhatra
Lyrics & Music: Salem Lima
Music Arrangement: Bidyut Bhatra
Recording: Blessing Studio Similiguda
Mixing Mastering: Bikram Takri
Producer: Sunam Missal
Bener: SM Music
Video Editing: Baba Paul ( christian gallery )
Poster: Gagan Murali
|| Full Lyrics ||
ହେ ଦେଖ ଦେଖହେ
ଜନମିଲେ ଯୀଶୁ ରାଜନ(୨)
ହେ ଦେଖ ଦେଖରେ
ତ୍ରାଣକର୍ତ୍ତା ନେଲେ ଜନମ(୨)
ସେତ ମହା ମହିମ
ସେ ତ ତ୍ରାଣରାଜନ(୨)
ସେହି ମୋର ଇଶନନ୍ଦନ(୨)
୧
ହଜିବା ମେଶକୁ ରକ୍ଷା କରିବାକୁ
ନର ରୁପେ ଦେଖ ଆସିଲେ ଧରାକୁ
ପାପ ବନ୍ଧନରୁ ମୁକ୍ତି ସେ ଦେବାକୁ
ପ୍ରେରଣ ହୋଇଲେ ଏହି ଜଗତକୁ
ସେତ ମହାମହିମ
ଏକ ମାତ୍ର ରାଜନ
ସେହି ମୋର ଇଶନନ୍ଦନ
୨
ଇମ୍ମାନୁୟେଲ ସେ ଅଦ୍ବିତୀୟ ପୁତ୍ର
ସାଥି ରେ ରହିବେ ଇଶ୍ବର ଆମର
ଭୟ ନାହିଁ ଆଉ ଯେ ଶୟତାନର
ଜନ୍ମ ହେଲେ ଦେଖ ସଂଗ୍ରାମରେ ବୀର
ସେତ ମହାମହିମ
ସେ ସର୍ବଶକ୍ତିମାନ
ସେହି ମୋର ଇଶନନ୍ଦନ