Betholihim - Jagan Mohan Nag Lyrics
Singer | Jagan Mohan Nag |
Music | Jagan Mohan Nag |
Song Writer | Jagan Mohan Nag |
Betholihim Lyrics
ବେଥଲିହିମର ଶୀତଳ ପବନ
ବହିଆସେ ଧୀରେ ଧୀରେ ଆ....ଆ....
ବହିଆସେ ଧୀରେ ଧୀରେ (adleaf )
ବେଥଲିହିମର ଶୀତଳ ପବନ
ବହିଆସେ ଧୀରେ ଧୀରେ
ବହିଆସେ ଧୀରେ ଧୀରେ (୨ ଥର)
ଜନମ ହେଲେ ମୁକତି ଦାତା
ଜନମ ହେଲେ ତ୍ରାଣ କରତା (୨ଥର)
ଯୀଶୁ ରାଜନ ..ଯୀଶୁ ରାଜନ ସେ ମୋ ଯୀଶୁ ରାଜନ !!୧ !!
ଜଗତ ଉଧାର ପାଇଁ ଆସିଲେ ସରଗୁ ଧାଇଁ
ଶିଶୁ ବେଶରେ ଅଛନ୍ତି ଗୁହାଳ ଘରେ ସେ ଶୋଇ
ଗରିବର ବେଶ ଧରି ଆସିଲେ ସେ ଆମ ପାଈଁ
ଆସ ଆସ ସଙ୍ଗାତ ଦେଖିବା ଯୀଶୁଙ୍କୁ ଯାଇ (୨ଥର)
ଜନମ ନେଲେ ଶାନ୍ତିର ଦାତା
ଜନମ ନେଲେ ସୃଷ୍ଟି କରତା (୨ଥର)
ଯୀଶୁ ରାଜନ ..ଯୀଶୁ ରାଜନ ସେ ମୋ ଯୀଶୁ ରାଜନ !! ୨ !!
ଧନ୍ୟ ଧନ୍ୟ ମୋ ଜୀବନ ପାଇଯିବି ପରିତ୍ରାଣ
କୁଆଁ କୁଆଁ ସେ କ୍ରନ୍ଦନ ମନ ମୋ ହୁଏ ଆନନ୍ଦ
ବେଥଲିହିମ ନଗର ହଇଅଛୁ ଭାଗ୍ୟବାନ
ଇତିହାସ ଆଜି କହେ ମୋ ରାଜା ଯୀଶୁ ମହାନ (୨ଥର)
ଜନମ ହେଲେ ଦୟା ସାଗର
ଜନମ ହେଲେ କ୍ଷମା ସାଗର ( ୨ ଥର )