Type Here to Get Search Results !

Ailare Janam Parab Song Lyrics | Christmas Special Song

 Ailare Janam Parab Lyrics is written by Rahul & Rohit and Ailare Janam Parab Song is sung by Rohit, Dilip Kuldeep, Madhusmita kuldeep, Najorita Bhatra. Music composed by Sahil. Music Label - CHRISTIAN GALLERY YouTube Channel. I hope you will like Ailare Janam Parab Song Lyrics on christiangeetlyrics.blogspot.com and helps you to grow in Spiritual Life. Dont forget to share this post.



Ailare Janam Parab Song Lyrics Details:

Singer- Rohit, Dilip Kuldeep, Madhusmita kuldeep, Najorita Bhatra
Chorus- Elkana, Chinky, Rahul
Lyricist- Rahul & Rohit
Recording studio- CHRISTIAN GALLERY (Semiliguda)
Recordist- Salem Babu
Music- Sahil
Keyboard- Gudu Bagh
Rhythm by- Sumith
Producers- Rahul
Videography- Prasanth Sungadu
Editing, Cinematographer- Prasanth Sungadu,
Co- Editor- Baba Paul,
light man- Ayush Sirika
PROJECT MNG- DILIP KULDEEP
mix and mastering- Bikram Takri
Dancer- JELC Sunday School Killar
Choreography- Neha


|| Ailare Janam Parab Lyrics ||

କାକର୍ ରାତି କାଇଯେ
ଆଜି ଉଷୁମ ଲାଗୁଛି
ଉଷୁମ ଲାଗୁଚି କାଇଯେ ଉଷୁମ ଲାଗୁଚି
ସାରଦା ହୋଇ ମନ୍ ଆଜି
ନାଚି ଉଠୁଛି
ନାଚି ଉଠୁଛି କାଇଯେ ନାଚି ଉଠୁଛି
ସବୁର ଘରେ ତାରା ଆଜି
ଝଲସି ଦିଶୁଛି
ଝଲସି ଦିଶୁଛି କାଇଯେ ଝଲସି ଦିଶୁଛି
ସାରଦା ହୋଇ ମନ୍ ଆଜି
ନାଚି ଉଠୁଛି
ନାଚି ଉଠୁଚି କାଇଜେ ନାଚି ଉଠୁଛି
ଦେଖା ଦେଖା ଜନମ୍ ପରବ୍ ଆସି ଯାଇଛି
ଗୀତ୍ ଗାଇ ଗାଇ ମୋଇରି ଫୁକି
ବାଜା ମାରୁବେ
ଆସା ସାଇଲୋଡ଼ି ଧରି ବାଟ୍ କାଡାଇ
ସର୍ତେ ନାଚୁବେ
ଡକ୍ରା ଡକ୍ରି ପିଲାଟକି ନାଟ୍ କରୁବେ
ଯୀଶୁ ଜନମ୍ ହେଲା ବେଥିଲିହିମର୍
ଗୋରୁ ଗୁଜଲେ
Track
ଆମର ଲାଗି ଦୁଃଖ ସହି ନର ରୂପ ଧରି ଆଇଲାଏ
ଥୁରୁ ଥୁରା ଶୀତ କାକରେ ଆମର ଲାଗି ଜନମ୍ ହେଲାଏ
ଆମର ଲାଗି ଦୁଃଖ ସହି ନର ରୂପ ଧରି ଆଇଲାଏ
ଥୁରୁ ଥୁରା ଶୀତ କାକରେ ଆମର ଲାଗି ଜନମ୍ ହେଲାଏ

ତକେ ସେ ପ୍ରେମ୍ କର୍ ସି
ତର୍ ଲାଗି ଜୀବନ୍ ଦେସି
ତର୍ ପାପ କ୍ଷମା କର୍ ସି
ପରିତ୍ରାଣ ଆଣିଦେସୀ ବେ
ଗୀତ୍ ଗାଇ ଗାଇ ମୋଇରି ଫୁକି
ବାଜା ମାରୁବେ
ଆସା ସାଇଲୋଡ଼ି ଧରି ବାଟ୍ କାଡାଇ
ସର୍ତେ ନାଚୁବେ
ଡକ୍ରା ଡକ୍ରି ପିଲାଟକି ନାଟ୍ କରୁବେ
ଯୀଶୁ ଜନମ୍ ହେଲା ବେଥିଲିହିମର୍
ଗୋରୁ ଗୁଜଲେ

ହୋ ... ହୋ ... ହୋ .... ହୋ ଏ ନାନା ନାନା ନାନା
ହୋ ... ହୋ ... ହୋ .... ହୋ ଏ ନାନା ନାନା ନାନା
ହୋ ... ହୋ ... ହୋ .... ହୋ ନାନା ନା ନାନା ନାନା ନା
ହୋ ... ହୋ ... ହୋ .... ହୋ ଏ ନାନା ନାନା ନାନା
ହୋ ... ହୋ ... ହୋ .... ହୋ ଏ ନାନା ନାନା ନାନା
ହୋ ... ହୋ ... ହୋ .... ହୋ ନାନା ନା ନାନା ନାନା ନା
Track
ତର୍ ମନ୍ କେ ଫେରା
ତୁଇ ଯିଶୁର୍ ଲଗେ ଆ
ତର୍ ଜୀବନ ବଦଲି ଯାଇସି
ବିଶ୍ୱାସ କରି ତାଙ୍କର ପଛେ ଚାଲ୍
ଅନନ୍ତ ଜୀବନ ଦେଇସି

ତର୍ ମନ୍ କେ ଫେରା
ତୁଇ ଯିଶୁର୍ ଲଗେ ଆ
ତର୍ ଜୀବନ ବଦଲି ଯାଇସି
ବିଶ୍ୱାସ କରି ତାଙ୍କର ପଛେ ଚାଲ୍
ଅନନ୍ତ ଜୀବନ ଦେଇସି

ତକେ ସେ ପ୍ରେମ୍ କର୍ ସି
ତର୍ ଲାଗି ଜୀବନ୍ ଦେସି
ତର୍ ପାପ କ୍ଷମା କର୍ ସି
ପରିତ୍ରାଣ ଆଣିଦେସୀ ବେ
ଗୀତ୍ ଗାଇ ଗାଇ ମୋଇରି ଫୁକି
ବାଜା ମାରୁବେ
ଆସା ସାଇଲୋଡ଼ି ଧରି ବାଟ୍ କାଡାଇ
ସର୍ତେ ନାଚୁବେ
ଡକ୍ରା ଡକ୍ରି ପିଲାଟକି ନାଟ୍ କରୁବେ
ଯୀଶୁ ଜନମ୍ ହେଲା ବେଥିଲିହିମର୍
ଗୋରୁ ଗୁଜଲେ
ହୋ ... ହୋ ... ହୋ .... ହୋ ଏ ନାନା ନାନା ନାନା
ହୋ ... ହୋ ... ହୋ .... ହୋ ଏ ନାନା ନାନା ନାନା
ହୋ ... ହୋ ... ହୋ .... ହୋ ନାନା ନା ନାନା ନାନା ନା
ହୋ ... ହୋ ... ହୋ .... ହୋ ଏ ନାନା ନାନା ନାନା
ହୋ ... ହୋ ... ହୋ .... ହୋ ଏ ନାନା ନାନା ନାନା
ହୋ ... ହୋ ... ହୋ .... ହୋ ନାନା ନା ନାନା ନାନା ନା


Post a Comment

0 Comments
* Please Don't Spam Here. All the Comments are Reviewed by Admin.