Type Here to Get Search Results !

ଆହେ ଦୟାମୟ ସଦାପ୍ରଭୁ ମୋର | Ahe Dayamaya Sada Prabhu Mora Lyrics In Odia

 

Ahe Dayamaya | ଆହେ ଦୟାମୟ - Jagan Mohan Nag Lyrics

Singer Jagan Mohan Nag
Music Jagan Mohan Nag
Song Writer Jagan Mohan Nag

Ahe Dayamaya Sada Prabhu Mora Lyrics


ଆହେ ଦୟାମୟ ସଦାପ୍ରଭୁ ମୋର
ମଙ୍ଗଳମୟ ଯେ ସଦାପ୍ରଭୁ ମୋର
ତୁମରି ଆଶିଷ ଦେଇଛ ମତେ
ତୁମରି ରକତେ କିଣିଛ ମତେ
ତୁମରି ନାମକୁ ଗାଉଥିବି ସଦା
ଜୀବନେ ମୋହର
ମଙ୍ଗଳମୟ ପ୍ରଭୁ ହେ ମୋର
ଦୟାର ସାଗର ଯୀଶୁ ହେ ମୋର


ତୁମେ ମୋ ଆଶାର ଆଲୋକ
ତୁମରି ଆଲକେ ମୁଁ ଆଲୋକିତ
ଵୃକ୍ଷ ମୁଁ ହେବି ଫୋଳ ପ୍ରଦ
କରିଛ ପ୍ରଭୁ କେତେ ଆଦର
କେମିତି ଭୁଲିବି ନାମ ତୁମର
କେମିତି ଭୁଲିବି ପ୍ରେମ ତୁମର
ତୁମେ ଥିଲେ ପ୍ରଭୁ ସବୁ ତ ଅଛି
ଜୀବନେ ମୋହର
ମଙ୍ଗଳମୟ ପ୍ରଭୁ ହେ ମୋର
ଦୟାର ସାଗର ଯୀଶୁ ହେ ମୋର


ତୁମରି ରୂପରେ ନିର୍ମିତ
କରିଛ ଜୀବନେ ଆଶୀର୍ବାଦ
ଧୂଳିରୁ ଉଠାଇ ଆଣିଲ
ଦେଇଛ ନୂଆ ଏକ ପରିଚୟ
କରିଛ ସନ୍ତାନ ମୋତେ ତୁମର
ତୁମେ ଏକା ମୋର ଅତି ନିଜର
ଆପଣ ଆପଣା ଲାଗୁଥାଏ ସେହି
ଯୀଶୁ ନାମ ମୋହର
ମଙ୍ଗଳମୟ ପ୍ରଭୁ ହେ ମୋର
ଦୟାର ସାଗର ଯୀଶୁ ହେ ମୋର



Post a Comment

0 Comments
* Please Don't Spam Here. All the Comments are Reviewed by Admin.