ଆଗମନ ବେଲ - Agomono Belo - Jagan Mohan Nag Lyrics
Singer | Jagan Mohan Nag |
Music | Krushna Chandra |
Song Writer | Jagan Mohan Nag |
Agomono Belo Lyrics
ଆଗମନ ବେଲ ହେଲା ଏଦେ ଜାନିରୁଆକାୟ
ବିଚାରର ଦିନ ଖେଟିଲା ମନେ ଅଲପ ହେତି ହୁଆକାୟ
ଆଗମନ ବେଲ ହେଲା ଏଦେ ଜାନିରୁଆକାୟ
ଯୁଗଶେଷ ଦିନ ଖେଟିଲା ମନେ ଅଲପ ଚିନ୍ତା କରା କାୟ
ଯୀଶୁ ନାମ ନାଇ ଧରିଲେ ହୋ ,,ହୋ
ସତେ ନରକେ ଯିବୁ
ଯୀଶୁ ନାମ ମନେ ରକିଲେ ବିନାଶରୁ ବଞ୍ଚିପାରିବୁ ।। 0 ।।
ଆଗମନ ବେଲ ହେଲା ଏଦେ ଜାନିରୁଆକାୟ
ବିଚାରର ଦିନ ଖେଟିଲା ମନେ ଅଲପ ହେତି ହୁଆକାୟ
ଆଗମନ ବେଲ ହେଲା ଏଦେ ଜାନିରୁଆକାୟ
ଯୁଗଶେଷ ଦିନ ଖେଟିଲା ମନେ ଅଲପ ଚିନ୍ତା କରା କାୟ,,
ସ୍ଥାନେ ସ୍ଥାନେ ଭୂମିକମ୍ପ ମହାମାରୀ ହେଲାନି ଦେଖ
ସଫଳ ହେଲାନି ଆଜି ବାଇବଲର ସବୁ ବାକ୍ୟ
ଚାଷୀ ବିହନ ବୁଣିବ ମାତର ଅମଳ ନହିଁବ
ପଙ୍ଗପାଳ ଆସିଯିବେ ପରିଶ୍ରମ ବୃଥା ରହିବ
ଦୁଇ ହଜାର ବରଷ ତଲର କାତା ହେତାଇ ଦେକୁ
ସତ ବାକ୍ଯ ସତ ରହିଲା ମଣିଷର ବିନାଶ ହେଲା ।। 1 ।।
ଆଗମନ ବେଲ ହେଲା ଏଦେ ଜାନିରୁଆକାୟ
ବିଚାରର ଦିନ ଖେଟିଲା ମନେ ଅଲପ ହେତି ହୁଆକାୟ
ଆଗମନ ବେଲ ହେଲା ଏଦେ ଜାନିରୁଆକାୟ
ଯୁଗଶେଷ ଦିନ ଖେଟିଲା ମନେ ଅଲପ ଚିନ୍ତା କରା କାୟ
ଭାବି ଭାବି ଦିନ ସରିବ ଚିଂତା କରି ଫେଲ ମାରିବ
ମଣିଷର ଉପାୟ ଗଲା ଯୀଶୁର ଵଲେ ସବୁ ଚାଲିବ
ବୁଦ୍ଧି ଜ୍ଞାନ ହାର ମାନିବ ଚେଷ୍ଟା କରି କରି ନିରାଶ ହେବ
ଯୀଶୁ ମାପୃ କାତା ଜାନୀର ତେବେ କରି ବଞ୍ଚିପାରିବ
ଗଟେ ଗଟେ ବାକ୍ଯ କାୟ ସତେ ଏଦେ ସଫଳ ହେଲା
ଯୀଶୁ ପଥ ସତ୍ୟ ଜୀବନ ଇଟା ମିଶା ପ୍ରମାଣ ହେଲା ।। 2 ।।
ଆଗମନ ବେଲ ହେଲା ଏଦେ ଜାନିରୁଆକାୟ
ବିଚାରର ଦିନ ଖେଟିଲା ମନେ ଅଲପ ହେତି ହୁଆକାୟ
ଆଗମନ ବେଲ ହେଲା ଏଦେ ଜାନିରୁଆକାୟ
ଯୁଗଶେଷ ଦିନ ଖେଟିଲା ମନେ ଅଲପ ଚିନ୍ତା କରା କାୟ
Nice
ReplyDelete